ACE NEWS

ଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବିର୍ଷିଲେ ନିରଞ୍ଜନ
ଭୁବନେଶ୍ୱର ତା ୨୫.୮- ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶା ସରକାର ଯେଉଁ ଖେଳ ଖେଳୁଛନ୍ତି ସେ ନେଇ ସକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ରାଜନୈତିକ ପଣ୍ଡିତମାନେ ଯେଉଁକଥା କୁହନ୍ତି ; ଅତ୍ୟଧିକ କ୍ଷମତା ଓ ଅତ୍ୟଧିକ ବହୁ ମତ ସରକାରଙ୍କୁ ଅହଙ୍କାରୀ କରିଦିଏ । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଦୀର୍ଘ ୨୦ବର୍ଷ ହେଲା କେତେବେଳେ ବିଜେପିପାର୍ଟି ସହିତ ଓ କେତେବେଳେ ନିଜସ୍ୱ କ୍ଷମତାରେ ପୂର୍ଣ୍ଣ ବହୁମତିରେ ଶାସନ କରିଛି ।

ଓଡ଼ିଶାର ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନିତି ଏବଂ ବିଭିଧ ଦୁର୍ନୀତିରେ ଲିପ୍ତ ଏ ସରକାର କୋଟି ହୃଦୟର ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ନବକଳେବର ସମୟର ଅନିୟମିତତା ହେଉ ବା ବେଦାନ୍ତକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ଅମୃତମଣୋହି ଜମି ଦେବା ପ୍ରସଙ୍ଗହେଉ ସବୁଠାରେ ସରକାରଙ୍କର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ଉଠିଛି । ମହାପ୍ରଭୁଙ୍କର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ କେବଳ କମିଶନ ନିଯୁକ୍ତିରେ ସରକାର ତାଙ୍କର ଦାୟିତ୍ୱ ସାରିଦେଲା ଭଳି ମନେ ହେଉଛି ।

ବର୍ତମାନ ୧୯୦୫ ମସିହାରୁ ଗରିବ ଭକ୍ତମାନଙ୍କର ପୁରୀରେ ରହଣି ପାଇଁ ଦାନ ସୂତ୍ରରେ ମିଳିଥିବା କୋଟି କୋଟି ଟଙ୍କାର ବଗଳା ଧର୍ମଶାଳା ସମ୍ପତିକୁ କେତେଜଣ ଲଜ ମାଲିକଙ୍କୁ ବେଆଇନ ଭାବେ ବିକ୍ରି କରିଛନ୍ତି । ଶ୍ରୀ ମନ୍ଦିର ଚାରିପାଖରେ ୭୫ମିଟର ଜାଗାକୁ ଖାଲି କରିବା ପାଇଁ ସରକାର ଅନେକ ବ୍ୟକ୍ତିଗତ ଜମିକୁୁ ଅଧିଗ୍ରହଣ କରିଛନ୍ତି ଓ ସେମାନଙ୍କୁ ମଧ୍ୟ ସରକାରୀ ତହବିଲରୁ ବଜାର ମୁତାବକ ଅର୍ଥ ପ୍ରଦାନ କରାଯାଇଛି । କିନ୍ତୁ ଏବେ କେତେଜଣ ମୃଷ୍ଟିମେୟ ସରକାରୀ ଅଧିକାରୀ ଏହାକୁ କିଛି ବ୍ୟବସାୟୀଙ୍କ ହାତରେ ଟେକିଦେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ।

ଖାଲି ସେତିକି ନୁହେଁ ମୁଖ୍ୟ ମନ୍ତ୍ରୀଙ୍କର ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମର ହିଞ୍ଜିଳିକାଟୁ ଅଂଚଳରୁ ହଜାର ହଜାର ଟ୍ରକ ବାଲି ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବାର ବିରୋଧ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିବା ଗ୍ରାମବାସୀଙ୍କ ଉପରେ ପୋଲିସ୍‌ର ଲାଠି ଚାଳନା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ । ଏନେଇ ଆଇନ ମନ୍ତ୍ରୀ ବା ରାଜସ୍ୱମନ୍ତ୍ରୀ ତାଙ୍କର ମତ ସ୍ପଷ୍ଟ କରିବା ପାଇଁ ସେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜି ଏଭଳି ଦୁର୍ନତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

ପୁରୀ ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ବଗଲା ଧର୍ମଶାଳା ଜମି ପ୍ଲଟିଙ୍ଗ କରି ବିକ୍ରି କରିବା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ।
ବଗଲା ଧର୍ମଶାଳା ଜମି ବିକ୍ରିକୁ ଯୁବ କଂଗ୍ରେସ ପୁରୀ ଜିଲ୍ଲା କମିଟି ତରଫରୁ ବିରୋଧ କରାଯାଇଅଛି । ରାଜ୍ୟସରକାରଙ୍କ ଏହି ବେନିୟମ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନ ଡାକରା ଦେଲା ଜିଲ୍ଲା ଯୁବକଂଗ୍ରେସ ।

ଜଗନ୍ନାଥ ମହାପ୍ରଭୁଙ୍କ ଗରିବ ଭକ୍ତ, ତୀର୍ଥଯାତ୍ରୀଙ୍କ, ରହଣୀ ପାଇଁ ବାବୁ କହ୍ନେୟାଲାଲ ବଗଲା ୧୯୦୪ ମସିହାରେ ନିର୍ମାଣ କରିଥିବା ବଗଲାଧର୍ମଶାଳା ଯାହା ୧୯୦୫ ମସିହାରେ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଲଜିଂ ହାଉସ୍ ଫଣ୍ଡ ସଭାପତିଙ୍କୁ ହସ୍ତାନ୍ତର କରିଥିଲେ ପରବର୍ତ୍ତୀ ସମୟରେ ଓଡିଶା ବିହାର ପ୍ଳେସେସ ଅଫ ପିଲଗ୍ରିମ ଆକ୍ଟ ୧୯୨୦ ଆଇନ ଅନୁଯାୟୀ ବଗଲାଧର୍ମଶାଳା ପରିଚାଳନା ହେଉଥିଲା ଯାହା ଓଇଏ କେସ ୩୯୵୧୯୯୯ ଫଇସଲା କରି ତତ୍କାଳୀନ ତହସିଲଦାର, ପୁରୀ ଧର୍ମଶାଳାର ଉଦେଶ୍ଯ ସ୍ପଷ୍ଟ କରିଥିଲେ ।

କିନ୍ତୁ ଓଡିଶା ସରକାର ୨୦୧୮ ମସିହାରେ ଓଡିଶା ବିହାର ପ୍ଳେସେସ ଅଫ ପିଲଗ୍ରିମ ଆକ୍ଟ ୧୯୨୦ ଉଛେଦ କରି ଲଜିଂ ହାଉସ୍ ଫଣ୍ଡ ପୁରୀ ପୌରସଂସ୍ଥା ସହ ମିଶ୍ରଣ କଲେ ତେଣୁ ଆଇନତଃ ବଗଲାଧର୍ମଶାଳାର କେୟାର ଟେକର ଟ୍ରଷ୍ଟି ଲଜିଂ ହାଉସ୍ ଫଣ୍ଡ ଠାରୁ ପୌରସଂସ୍ଥା କୁ ବଗଲାଧର୍ମଶାଳା ମୁଖ୍ୟ ଟ୍ରଷ୍ଟି ରୂପେ ହସ୍ତାନ୍ତର ହୋଇଥିଲା । କିନ୍ତୁ ବଗଲାଧର୍ମଶାଳାର ଜମି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହସ୍ତାନ୍ତର ହେବା ହିଁ ରାଜ୍ୟ ସରକାରଙ୍କ ପ୍ରଥମ ବିଶ୍ବାସ ଘାତକତା ।

ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ୨୦ କୋଟି ବ୍ୟୟରେ ଜଗନ୍ନାଥ ଭକ୍ତ ଆଶ୍ରୟ ସ୍ଥଳୀ ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଶ୍ରୀ ମନ୍ଦିରର କାର୍ଯ୍ୟଳୟର ଆପତ୍ତି ବିହିନ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥିଲେ ଏବଂ ନିର୍ମାଣ କାର୍ଯ୍ୟ ଚାଲିଥିଲା ହଠାତ୍ ସେପ୍ଟେମ୍ବର ୨୦୧୯ ରେ ଜିଲ୍ଲାପାଳ ନିର୍ମାଣ କାର୍ଯ୍ୟ ରୋକ କରିଥିଲେ ଓ ଏବେ ୬ ଜଣ ଙ୍କୁ ବିକ୍ରି କରିବା ମଧ୍ୟ ସମସ୍ତେ ଜାଣିଛନ୍ତି ।
ଗୋଟେ ପାର୍ଶ୍ବରେ ଜିଲ୍ଲାପାଳ ପୌରସଂସ୍ଥା ର ଅଧ୍ୟକ୍ଷ ରୂପେ ଜମି ନେଇ ଅନ୍ୟପଟେ ତହସିଲ କାର୍ଯ୍ୟାଳୟର ଅପବ୍ଯବହାର କରି ରାଜସ୍ୱ ବିଭାଗ ନାମରେ ଦାଖଲ ଖାରଜ କେସ କରି ମାଲିକାନା ହାତେଇବା ପରେ ବିକ୍ରି ସମ୍ପୂର୍ଣ୍ଣ ବେଆଇନ ।

ବାବୁ କହ୍ନେୟାଲାଲ ବଗଲା ଙ୍କ ଉତ୍ସର୍ଗ ଓ ସଂକଳ୍ପ ବଳବତ୍ତର ରହିବା ଓ ସମସ୍ତ କବଲା ତୁରନ୍ତ ବାତିଲ ସହ ବଗଲାଧର୍ମଶାଳା ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇ ତୁରନ୍ତ ଜଗନ୍ନାଥ ଭକ୍ତ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉ ନଚେତ୍ ଯୁବ କଂଗ୍ରେସ ଏହି ଆନ୍ଦୋଳନ ପୁରୀରୁ ଆରମ୍ଭ କରି ସମଗ୍ର ଓଡିଶାରେ ଆନ୍ଦୋଳନ ବ୍ୟାପକ କରିବ ।

ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ କୁମାର ରାଉତରାଏ ନିଜ ଭାଷଣରେ ନବୀନ ପଟ୍ଟନାୟକ ସରକାରଙ୍କ ୨୧ ବର୍ଷର ବିଫଳତା ବକ୍ଷାଣିଥିଲେ ଓ ସେ ଜଗନ୍ନାଥ ମହାପ୍ରଭୁ ଙ୍କ ପାଇକ ସେବାୟତ ବା ସୈନିକ ହିସାବରେ ଜଗନ୍ନାଥ ମହାପ୍ରଭୁଙ୍କ ଉଦେଶ୍ଯରେ ଦାନ ଜମି ସରକାର ବା ଜିଲ୍ଲାପାଳ ଙ୍କ ବିକ୍ରି ସଂପୂର୍ଣ୍ଣ ବେ ଆଇନ କହିଥିଲେ ।

ସେହିପରି ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟପ୍ରକାଶ ନାୟକ ଶ୍ରୀ ମନ୍ଦିରର ଚତୁଃପାର୍ଶ୍ବରେ ୭୫ ମିଟର ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ହୋଇନଥିବା ସେ କହିଥିଲେ ଏବଂ ବଗଲାଧର୍ମଶାଳା ଜମି ବିକ୍ରି ବେଆଇନ କାର୍ଯ୍ୟ ତୁରନ୍ତ ବାତିଲ କରାଯିବା ନିମନ୍ତେ ଦାବୀ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ସୁଜିତ ମହାପାତ୍ର, ଅଜିତ ମଙ୍ଗରାଜ, ରାଜେଶ ମିଶ୍ର, ଗୋପାଳଚନ୍ଦ୍ର ଖୁଣ୍ଟିଆ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି ଙ୍କ ନେତୃତ୍ଵରେ ଅମରେନ୍ଦ୍ର ପାଇକରାଏ, ସ୍ବାଧୀନ କୁମାର ପଣ୍ଡା, ରାଜରତନ ମହାପାତ୍ର, ସର୍ବେଶ୍ବର ସ୍ବାଇଁ, ବିଶ୍ବରଂଜନ ମହାପାତ୍ର, ବିଦୁଲତା ଆଚାର୍ଯ୍ୟ, ନିରୁପମା ପାତ୍ର, ସରସ୍ବତୀ ପାତ୍ର, ସତ୍ୟପ୍ରକାଶ ବରାଳ, ପଦ୍ମନାଭ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ମୃତିରଂଜନ ପତି, ସ୍ବାଧୀନ କୁମାର ପଣ୍ଡା, ବିଶ୍ବନାଥ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଶ୍ରୀମନ୍ଦିର ସୁରକ୍ଷା କରିଡର ଜମି ଅଧିଗ୍ରହଣ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ସହ ଜିଲ୍ଲାପାଳଙ୍କ ବହିଷ୍କାର ଦାବି କଲା କଂଗ୍ରେସ ।
ଭୁବନେଶ୍ୱର ତା ୨୪.୮ – କେବଳ ବଗଲା ଧର୍ମଶାଳା ଜମି ବିକ୍ରୀରେ ଆଇନ୍ କାନୁନ୍‌କୁ ଜଳାଞ୍ଜଳି ଦିଆଯାଇ ନାହିଁ । ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ରାଜ୍ୟ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବିବାଦୀୟ ଓ ବେଆଇନ୍ । ବଗଲା ଧର୍ମଶାଳା ଜମିର ଲୋଭ ଦେଖାଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ଜମି ହରାଇ ଥିବା ବହୁ ବ୍ୟକ୍ତି ଓ ଲଜିଂ ମାଲିକଙ୍କୁ ସରକାର ଭଣ୍ଡାଇଛନ୍ତି ବୋଲି କଂଗ୍ରେସ କହିଛି ।

ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ହୋଇଥିବା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣ ଓ ପୁନର୍ବାସ ଥଇଥାନ ଆଇନ୍ ୨୦୧୩ ମୁତାବକ କରାଯାଇନାହିଁ । ଏପରିକି ବଗଲା ଧର୍ମଶାଳା ଜମିକୁ ଯେଭଳି ଚଂଚକତା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାଁରେ ଥିବା ଜମିକୁ ରାଜସ୍ୱ ବିଭାଗ ନାଁରେ ହସ୍ତାନ୍ତର କରାଗଲା ତାହା ସଂପୂର୍ଣ୍ଣ ବେଆଇନ୍ । ଏଥିରେ ଓଡିଶା ଲ୍ୟାଣ୍ଡ ସର୍ଭେ ଓ ସେଟଲମେଂଟ ଆକ୍ଟ, ଓଡିଶା ଲ୍ୟାଣ୍ଡ ରିଫମ୍‌ସ୍ ଆକ୍ଟ ଓ ଓଡିଶା ଲ୍ୟାଣ୍ଡ ଆକ୍ୟୁଜିସନ୍ ଆଣ୍ଡ ପ୍ରୋସିଜିୟୋର ଆକ୍ଟର ସର୍ତାବଳୀକୁ ସ୍ପଷ୍ଟ ଦିବାଲୋକରେ ସରକାର ଉଲ୍ଲଘନ କରିଛନ୍ତି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ସମଗ୍ର ସୁରକ୍ଷା କରିଡର ପାଇଁ ଜମି ନେଲା ବେଳେ ସରକାର ଲୋକଙ୍କୁ ଅନ୍ଧାରରେ ରଖି ଆଇନ୍‌ତଃ ଜମି ଅଧିଗ୍ରହଣ ନକରି ଲୋକଙ୍କ ଠାରୁ ଜମି କିଣାବିକା କରିଛନ୍ତି । ଯେହେତୁ ଆଇନ୍ ଅନୁଯାୟୀ ଜମି ଅଧିଗ୍ରହଣ କରାଯାଇନାହିଁ, ଜମି ଦେଇଥିବା ବ୍ୟକ୍ତି ଭବିଷ୍ୟତରେ ଭୂ-ଅଧିଗ୍ରହଣ ଆଇନ୍ ଅନୁଯାୟୀ ଜମିହରା ଭାବରେ ବିବେଚିତ ହେବେନାହିଁ ଏବଂ ଆଇନ୍‌ରେ ପ୍ରାବଧାନ ଥିବା ସମସ୍ତ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେବେ ବୋଲି କଂଗ୍ରେସ କହିଛି । ସୁରକ୍ଷା କରିଡର ଜମି ଅଧିଗ୍ରହଣ ପୁରା ପ୍ରକରଣ ଜମିହରାଙ୍କ ପ୍ରତି ପ୍ରତାରଣା ଏବଂ ଘୋଟାଲା ବୋଲି ଶ୍ରୀ ନାୟକ କହିଛନ୍ତି । ଏପରିକି ଜମି ନେବା ବାବଦ କ୍ଷତିପୂରଣ ପ୍ରଦାନରେ ମଧ୍ୟ ବ୍ୟାପକ ହେରଫେର ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

୨୦୧୫ ମସିହାରେ ମନ୍ଦିର ନିକଟରେ ଯେଉଁ ଅଳ୍ପ କେତେକ ପ୍ଲଟକୁ ସରକାର ନେଇଥିଲେ ସେତେବେଳେ ଡିସ୍‌ମିଲ୍ ପିଛା ୧୦୮୬୧୨ ଟଙ୍କା ହିସାବରେ ଜମିର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ଏହାର ୪ ବର୍ଷ ପରେ ସେହି ଜମିର ମୂଲ୍ୟ ଡିସ୍‌ମିଲ୍ ପିଛା ୫୮୮୮୯ ଟଙ୍କା ସ୍ଥିର କରିଛନ୍ତି । ଅର୍ଥାତ୍ ଡିସ୍‌ମିଲ୍ ଉପରେ ପ୍ରାୟ ୫୦ ହଜାର ଟଙ୍କା ଲୋକଙ୍କ ହକ୍‌କୁ କାଟିଦେଲେ । ଯେତେବେଳେ ସାରା ପୃଥିବୀରେ ଜମି ରେଟ୍ ବଢୁଛି, ସେତେବେଳେ ଶ୍ରୀମନ୍ଦିର ପାଖରେ ଜମିର ରେଟ୍ ୪ ବର୍ଷ ଭିତରେ ୫୦ ହଜାର ଟଙ୍କା କମିଲା କେମିତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ତା’ଛଡା ସୋଲାସିୟମ୍ ରାଶି ହିସାବ କଲାବେଳେ ବଜାର ମୂଲ୍ୟ ଉପରେ ୧୨ ପ୍ରତିଶତ ଅଧିକ ମୂଲ୍ୟ ଦେବା ପାଇଁ ସରକାର ନିୟମ କରିଛନ୍ତି । ମାତ୍ର ୨୦୧୯ ରେ ଯେଉଁ ଜମି ସରକାର କିଣିଛନ୍ତି ସେଥିରେ ୧୨ ପ୍ରତିଶତ ପ୍ରଦାନ କରାଗଲା ନାହିଁ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସୁରକ୍ଷା କରିଡର ଜମି ଅଧିଗ୍ରହଣ ନାଁରେ ସରକାର ଜମି ଦଲାଲଙ୍କ ଭଳି ବ୍ୟବହାର କରିଛନ୍ତି ଓ ଲୋକଙ୍କୁ ତାଙ୍କ ପ୍ରାପ୍ୟରୁ ବଂଚିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ତେଣୁ ସୁରକ୍ଷା କରିଡର ଜମି ଅଧିଗ୍ରହଣ ସଂପୂର୍ଣ୍ଣ ପ୍ରକରଣର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରିଛନ୍ତି ।
ଜିଲ୍ଲାପାଳ ନିଜେ ଜିଲ୍ଲାର ସର୍ବୋଚ୍ଚ ରାଜସ୍ୱ ଅଧିକାରୀ ହିସାବରେ ଆଇନ୍‌କୁ ଜଳାଞ୍ଜଳୀ ଦେଇ ନିଜ କ୍ଷମତାର ଦୁରୂପଯୋଗ କରି ଲଜିଂ ହାଉସ୍ ଫଣ୍ଡର ଅଧ୍ୟକ୍ଷ ହିସାବରେ ଲଜିଂ ହାଉସ୍ ଫଣ୍ଡ ନାଁରେ ଥିବା ସ୍ଥିତିବାନ ଜମିକୁ ବେଆଇନ୍ ଭାବରେ ସରକାରୀ ଖାତାକୁ ନେବା ଅତ୍ୟନ୍ତ ଧର୍ତବ୍ୟ ଅପରାଧ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇନ୍‌ଜୀବୀ ତଥା ମୁଖପାତ୍ର ନିଶିକାନ୍ତ ମିଶ୍ର ବିବେଚନା କରିବା ସହିତ ଜିଲ୍ଲାପାଳଙ୍କ ବିରୋଧରେ ଦୃଢ଼ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ତୁରନ୍ତ ବଦଳି କରାଯାଉ ବୋଲି ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ବାଳକାଟୀ ପିତ୍ତଳ କାରିଗରଙ୍କୁ ସହାୟତାର ହାତ ବଢାଇଲା ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ।
ମହାମାରୀ କରୋନାର ଭୟାବହତା ମଧ୍ୟରେ ଭୁବନେଶ୍ୱର ନିକଟସ୍ଥ ବାଳକାଟୀ ଅଞ୍ଚଳରେ ସ୍ଥାନୀୟ କାରିଗର ମାନଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ।

ବାଳକାଟୀ ଅଞ୍ଚଳର ରଥୀଜେମା ପଞ୍ଚାୟତର ଅଶୀଘର ସାହି ଅଞ୍ଚଳର ବାସିନ୍ଦା ମାନେ ସାଧାରଣତଃ ପାରମ୍ପରିକ ଭାବେ ପିତ୍ତଳ କାରିଗର ଭାବେ ପରିଚିତ । କରୋନା ରୋଗର ପ୍ରଭାବ ଏମାନଙ୍କ ଜୀବନ ଓ ଜୀବିକା ଉପରେ ବ୍ୟାପକ ପ୍ରଭାବ ପକାଇଛି । ବଜାର ଅଭାବ ଯୋଗୁଁ ଏହି କାରିଗର ମାନଙ୍କର ଆର୍ଥିକ ସ୍ଥିତି ବିପନ୍ନ ହୋଇପଡିଛି ।

ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣରେ ଏହି କାରିଗର ମାନଙ୍କୁ ସହାୟତାର ହାତ ବଢାଇଛି ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ସଂସ୍ଥା ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ।ସ୍ୱାଧୀନତା ଦିବସର ଅବ୍ୟବହିତ ଅବସରରେ ସଂଗଠନର ସଭାପତି ରୋଟାରିଆନ ସିଦ୍ଧାର୍ଥ ସାମଲଙ୍କ ନେତୃତ୍ୱରେ ଓ ପରିଚୟ ଫାଉଣ୍ଡେସନ ସହଭାଗିତାରେ ଆଜି ବାଳକାଟୀ ଅଶୀଘର ସାହିରେ ଏକ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ଶତାଧିକ କାରିଗର ମାନଙ୍କୁ ରାସନ ସାମଗ୍ରୀ , କରୋନା ରୋଗରୁ ସୁରକ୍ଷା ନିମନ୍ତେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା ।

ଅନୁଷ୍ଠାନ ସଭାପତି ଶ୍ରୀ ସାମଲଙ୍କ ସୂଚନା ଅନୁସାରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ଅତୀତରେ ଏହିପରି ଅନେକ କାର୍ଯ୍ୟକ୍ରମରେ ନିଜକୁ ଜଡିତ କରିଆସିଛି ଓ ଆଗାମୀ ଦିନମାନଙ୍କରେ ମଧ୍ୟ ଏହିପରି ଭାବରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ସଭାପତି ରୋଟାରିଆନ ସିଦ୍ଧାର୍ଥ ସାମଲ, ସନ୍ତୋଷ ସେନାପତି, ବିଭୁରଞ୍ଜନ ସାହୁ, ବୁଦ୍ଧ ପ୍ରକାଶ ମହାପାତ୍ର, ରେଖା ଚିନ୍ନାରି ଏବଂ ସାମାଜିକ ଅନୁଷ୍ଠାନର ପରିଚୟ ଫାଉଣ୍ଡେସନ ପକ୍ଷରୁ ଡଃ ରୋଜାଲୀନ ପାଟଶାଣୀ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।

କ୍ରାନ୍ତି ଦିବସ ଅବସରରେ ମିଉଜିଉମ ଛକ ନିକଟରେ ଥିବା ସହିଦ ସ୍ତମ୍ବରେ ପୁଷମାଲ୍ୟ ଅର୍ପଣ କଲେ ରାଜ୍ଯକଂଗ୍ରେସ ନେତୃବୃନ୍ଦ।

ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ କଂଗ୍ରେସ ଭବନରେ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ।

କୃଷକଙ୍କୁ ପ୍ରବଂଚନା ଆଉ କେତେଦିନ ?-କଂଗ୍ରେସ
ଭୁବନେଶ୍ୱର ତା ୬.୮- ରାଜ୍ୟ କୃଷି ବିଭାଗ ଠିକ୍ ସମୟରେ ଚାଷୀମାନଙ୍କୁ ବିହନ ପ୍ରଦାନ କରିପାରିଲା ନାହିଁ । ୬ଲକ୍ଷ କ୍ୟୁଣ୍ଟାଲ ବଦଳରେ ମାତ୍ର ୩.୫ ଲକ୍ଷ କ୍ୟୁଣ୍ଟାଲ ବିହନ ଯୋଗାଣ ହେଲା । ଚାଷୀମାନଙ୍କର ଅତ୍ୟାବଶ୍ୟକ ୟୁରିଆ ସାରର ଘୋର ଅଭାବ ପରିଲକ୍ଷିତ ହେଉଛି । ୨୦୦୮ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ଲକ ପିଛା ୩୫% ଜଳସେଚନ ନିମନ୍ତେ ଘୋଷଣା କରିଥିଲେ ମଧ୍ୟ କାଗଜପତ୍ରରେ ୨୦୦ ବ୍ଲକରେ ୨୮% ଏବଂ ଅନ୍ୟ ବ୍ଲକ ଗୁଡ଼ିକରେ ଜଳସେଚନ ନଥିବା କହିଲେ ଅତୁକ୍ତି ହେବନାହିଁ । ଠିକ୍ ସମୟରେ ବର୍ଷା ନହେବାରୁ ତଳି ସବୁ ଜଳିଗଲାଣି । ଚାଷୀମାନେ ହତାସ ହୋଇପଡ଼ିଲେଣି । ସଠିକ ଜଳସେଚନର ବ୍ୟବସ୍ଥା ଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

ବାହାଘର ବେଳେ ବାଇଗଣ ରୁଆ ଭଳି ବର୍ତମାନ କେନାଲ ସଫା ଆରମ୍ଭ ହୋଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ସଠିକ୍ ଭାବରେ କରାଯାଇ ନାହିଁ । ଯାହାଦ୍ୱାରା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ଚାଷୀମାନେ ସରକାରୀ ସହାୟତା ପାଇବାର ବଂଚିତ ହେବେ । ଏସବୁ ମୁଖ୍ୟ ସମସ୍ୟାରୁ ନଜର ହଟାଇବା ନିମନ୍ତେ ଗତ ୪.୮.୨୦୨୦ ରିଖ ଦିନ କୃଷି ମନ୍ତ୍ରୀ ରାଜ୍ୟବାସୀଙ୍କ ନିମନ୍ତେ ଉଭଟ ତଥ୍ୟ ପ୍ରଦାନ କରିଛନ୍ତି । କୃଷକମାନଙ୍କୁ କୃଷିମନ୍ତ୍ରୀ ତାତ୍ସଲ୍ୟ କରି ସୋସିଆଲ ମିଡ଼ିଆରେ ପାଠପଢ଼଼ିବା କଥା କହୁଛନ୍ତି । କୃଷିବିଭାଗ ଦେଇଥିବା ତଥ୍ୟ ଅନୁସାରେ ୯ଲକ୍ଷ ୨୦ ହଜାର ଚାଷୀଙ୍କୁ ହ୍ୱାଟସ୍‌ଆପ ଗ୍ରୁପ୍‌ରେ ସାମିଲ କରାଯାଇ ଯାହା ସଂପୂର୍ଣ୍ଣ ଅବାସ୍ତବ ଏବଂ କପୋଳକଳ୍ପିତ । ହ୍ୱାଟସ୍‌ଆପର ନିୟମ ଅନୁଯାୟି ଗୋଟିଏ ଗ୍ରୁପରେ ଅତିବେଶିରେ ୨୫୦ ଲୋକଙ୍କୁ ଯୋଡ଼ିପାରିବାର ବ୍ୟବସ୍ଥା ଅଛି । ୯ଲକ୍ଷ ୨୦ ହଜାର ଚାଷୀଭାଇଙ୍କୁ ହ୍ୱାଟସ୍‌ଆପର କେତେଗୋଟି ଗ୍ରୁପ୍‌ରେ ଯୋଡ଼ାଯାଇଛି ତାହା ସବିଶେଷ ବିବରଣୀ କୃିଷି ବିଭାଗ କହିପାରିବେକି । କୃଷିବିଭାଗ ଟ୍ୱିଟର ଆକାଉଣ୍ଟକୁ ୨୭ ହଜାର ୨ଶହ ଚାଷୀ ବ୍ୟବହାର କରୁଥିବା କୁହାଯାଇଛି କିନ୍ତୁ ପ୍ରକୃତପକ୍ଷେ କୃଷି ବିଭାଗର ଟ୍ୱିଟର ଆକାଉଣ୍ଟ  ରେ ୨୨ ହଜାର ୬ଶହ ଜଣ  ଅଛନ୍ତି ।

ଯେଉଁଠି ରାଜ୍ୟର ୧୪୭ ବିଧାୟକ ମାନଙ୍କର ଟ୍ୱିଟର ଆକାଉଣ୍ଟ ନାହିଁ ସେଠି ଚାଷୀମାନେ ଟ୍ୱିଟର ଆକାଉଣ୍ଟ ବ୍ୟବହାର କରୁଥିବା କଥା ସଂପୂର୍ଣ୍ଣ ହାସ୍ୟାସ୍ପଦ । ସେହିପିର କୃଷି ଓ କୃଷକ ସଶକ୍ତକରଣ ବିଭାଗର ଟୋଲଫ୍ରି ହେଲପ୍‌ଲାଇନ୍ ଆମ କୃଷିରେ ୮ଲକ୍ଷ ୭୫ ହଜାର ଚାଷୀଙ୍କୁ ସାମିଲ କରାଯାଇଥିବା ଯାହା କୁହାଯାଇଛି ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆଜିପର୍ଯ୍ୟନ୍ତ ଆମ କୃଷିରେ ୮ଲକ୍ଷ ୪୫ ହଜାର ୬୫୦ ଜଣ କୃଷକ ପଞ୍ଜିକୃତ ହୋଇଛନ୍ତି । ରାଜ୍ୟରେ ମୋଟ୍ ୪୫ଲକ୍ଷ କୃଷକ ପରିବାର ରହିଥିବା ବେଳେ ୨୦୧୮ ମସିହାରେ ଶେଷଥର ପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସର୍ବାଧିକ ୬୦ ହଜାର ଆଣ୍ଡ୍ରଏଡ ଫୋନ ଯୋଗାଇଥିବା ତଥ୍ୟ ରହିଛି । ତେବେ ୨ବର୍ଷ ପରେ ସେ ଫୋନ ଚାଷୀ ପାଖରେ ଅଛିତ? ଯେତେବେଳେ କୋରୋନା ମହାମାରୀ ସମୟରେ ଚାଷୀଟିଏ ଖାଇବାକୁ ପାଉନାହିଁ ଇଣ୍ଟରନେଟ ରିଚାର୍ଜ ଏବଂ ସ୍ମାର୍ଟଫୋନ କିଣିବା ପାଇଁ ଟଙ୍କା ପାଇବେ କେଉଁଠୁ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ ।

ଗତ ଜୁଲାଇ ମାସରେ ଉଚ୍ଚଶିକ୍ଷା ମନ୍ତ୍ରୀ କେନ୍ଦ୍ର ମାନବ ସମ୍ବଳମନ୍ତ୍ରୀଙ୍କୁ ଚିଠି ଲେଖି ୟୁଜି ଏବଂ ପିଜି ଶେଷ ସେମିଷ୍ଟାର ପରୀକ୍ଷା ବାତିଲ୍ କରିବାକୁ ଅନୁରୋଧ କରିଥିଲେ । କାରଣ ଦର୍ଶାଇଥିଲେ ଯେ ରାଜ୍ୟର ୨ଲକ୍ଷ ୟୁଜି ଏବଂ ପିଜି ଛାତ୍ରଛାତ୍ରୀ ନିମ୍ନ ଏବଂ ମଧ୍ୟବିତ ପରିବାରର ସେମାନଙ୍କ ପାଖରେ କମ୍ପ୍ୟୁଟର, ଲାପଟପ ଏବଂ ସ୍ମାଟଫୋନ ନାହିଁ । ଅଧିକାଂଶ ଗ୍ରାମାଂଚଳରେ ଉନ୍ନତ ଇଣ୍ଟରନେଟ ସୁବିଧା ଅଭାବରୁ ଅନ୍‌ଲାଇନ ପରୀକ୍ଷା ଦେବା ଅସମ୍ଭବ । ଯଦି ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କ ନିକଟରେ ପରୀକ୍ଷା ଦେବାପାଇଁ ଇଣ୍ଟରନେଟ ସୁବିଧା ଏବଂ ସ୍ମାଟ ଫୋନ ନାହିଁ ତେବେ ଗ୍ରାମାଂଚଳରେ କୃଷକ ପାଖରେ ଏ ସୁବିଧା ଉପଲବ୍ଧ ହେଲା କେମିତି । ରାଜ୍ୟ କୃଷି ବିଭାଗର ସଂପୂର୍ଣ୍ଣ ଯୋଜନା କେବଳ କେମିତି କାଗଜ କଲମରେ ଚାଲେ ତାହା ଆଜି କୃଷିମନ୍ତ୍ରୀ ରାଜ୍ୟର ଚାଷୀଙ୍କ ଟେକ୍ନୋସଭି ରିପୋର୍ଟ ଦେଇ ସ୍ପଷ୍ଟ କରିଛନ୍ତି । ଜଣେ ମନ୍ତ୍ରୀ ଦୁଇଟି ବିଭଗାର ଦାୟିତ୍ୱରେ ରହି ଦୁଇ ପ୍ରକାର କଥା କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ସେହିପରି ମନ୍ତ୍ରୀ ଓ ସାଂସଦଙ୍କର ଟ୍ୱିଟର ଏବଂ ଫେସବୁକ ଆକାଉଣ୍ଟ ନାହିଁ । ରାଜ୍ୟ ସରକାରଙ୍କର ଓଡ଼ିଶାବାସୀଙ୍କୁ ପ୍ରତାରଣାର ଏହା ନିଛକ ଉଦାହରଣ । ବର୍ତମାନ ପ୍ରରୀପ୍ରେକ୍ଷିରେ କୃଷିବିଭାଗର ଯାହା ଉପଲବ୍ଧି ତାହା କେବଳ ସୁଚନା ଓ ଲୋକ ସଂପର୍କ ବିଭାଗ ଜରିଆରେ ହାତଗଣତି ମୁଷ୍ଟିମେୟ ଲୋକମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି । ମନ୍ତ୍ରୀମାନେ କୋଭିଡ ସମୟରେ କୌଣସି ପ୍ରକାର କାର୍ଯ୍ୟକ୍ରମ ନକରି ନିଜକୁ ଅସହାୟ ଏବଂ ଅସୁରକ୍ଷିତ ମଣିବା ସ୍ୱଭାବିକ । କାରଣ ତାଙ୍କ ବିଭାଗରେ ନା ଟଙ୍କା ଅଛି ନା ସେମାନେ ଲୋକାଭିମୁଖ ହୋଇପାରୁଛନ୍ତି । ଏ ପରିପ୍ରେକ୍ଷୀରେ କିଛି ମନ୍ତ୍ରୀ ନିଜର ଉପସ୍ଥିତି ଜାହରି କରିବାପାଇଁ ବିଭିନ୍ନ ପ୍ରକାରର ଅତିରଞ୍ଜିତ ହାସ୍ୟାସ୍ପଦ କପୋଳକଳ୍ପିତ ଏବଂ କାଳ୍ପନିକ କଥାକୁ ଗଣମାଧ୍ୟମରେ ପ୍ରକାଶ କରିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି । କୃଷି ବିଭାଗ ମନ୍ତ୍ରୀ ଏବଂ ଅଫିସରମାନେ ଏହାର ଜଳନ୍ତ ଉଦାହରଣ । କୃଷିବିଭାଗ ମନ୍ତ୍ରୀ କିଛି କହିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ ନବା ଦରକାରଥିଲା । କାରଣ ଫସଲ ପୂର୍ବବତି ଆଉ ଫସଲ ପରବର୍ତୀ କାର୍ଯ୍ୟକ୍ରମରେ ରାଜସ୍ୱ, ଜଳସଂପଦ, କୃଷି, ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରଯୁକ୍ତି ଏବଂ ଅନନ୍ୟା ବିଭାଗର ସଂପୃକ୍ତି ରହିଛି । ତେଣୁ କୃଷିବିଭାଗ ଅଫିସରଙ୍କ ସହାୟତରେ ମାନ୍ୟବର ମନ୍ତ୍ରୀ ଯେଉଁ ବାହାସ୍ପୋଟ୍ ଏବଂ ବାହାଦୁରି ମାରିଛନ୍ତି ତାହା ଆଦୌ ଠିକ୍ ନୁହେଁ । ତେଣୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସୂଚାଇବାକୁ ଚାହୁଁଛୁ ଯେ କୃଷିବିଭାଗର ଗୋଟିଏ ମନ୍ତ୍ରୀ ଗୋଷ୍ଟୀ ଗଠନ କରାଯାଉ ଏବଂ ଏହା ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନଜରରେ ରହୁ ନହେଲେ ଓଡ଼ିଶାକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ବିଶ୍ୱରଞ୍ଜନ ଦାସ, ମନୋଜ ମହାପାତ୍ର ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦିଅ ସରକାର କାର୍ଯ୍ୟକ୍ରମ ଅନୁଷ୍ଠିତ।
ଆଜି ତା ୦୯.୦୮.୨୦୨୦ ରିଖ ସ୍ଥାନୀୟ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ଇନ୍ଦିରା ଭବନ ଠାରେ “ରୋଜଗାର ଦିଅ ସରକାର ରୋଜଗାର ଆମର ଦରକାର” ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଂଜନ ଲେଙ୍କା ଏବଂ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ବି.ଭି ଙ୍କ ଆହ୍ବାନ କ୍ରମେ କେନ୍ଦ୍ର ଶାସନ ତନ୍ତ୍ର ଦାୟିତ୍ୱରେ ଥିବା ନରେନ୍ଦ୍ର ମୋଦି ସରକାର ୨୦୧୪ ନିର୍ବାଚନ ପୂର୍ବରୁ ବାର୍ଷିକ ୨ କୋଟି ରୋଜଗାର ଦେବା କଥା କହିଥିଲେ ମାତ୍ର ଦୀର୍ଘ ୭ ବର୍ଷ ନୀରଙ୍କୁଷ ଶାସନ ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ କେବଳ ମାତ୍ର ଭାଷଣ ବାଜୀ ରେ ଏବଂ ବିଦେଶ ଭ୍ରମଣରେ ସମୟ ଅତିବାହିତ କରି ଭାରତୀୟ କର୍ମନିଯୁକ୍ତି NSSO ରିପୋର୍ଟ ଅନୁଯାୟୀ ବୋରୋଜଗାରୀ ସ୍ତର ଦୀର୍ଘ ୪୫ ବର୍ଷ ତଳକୁ ଖସାଇଦେଇଛନ୍ତି ।

କରୋନା ମହାମାରୀ ପ୍ରଥମରୁ ଭୁଲ ପରିଚାଳନା କରି କୋଟି କୋଟି ଲୋକଙ୍କୁ ରୋଜଗାର ତଥା ଜୀବିକା ଛଡାଇ ନେଇଛନ୍ତି ଅନୁରୂପ ଭାବରେ ନବୀନ ପଟ୍ଟନାୟକ ବାର୍ଷିକ ୧ ଲକ୍ଷ ରୋଜଗାର ଦେବା କଥା କହି ୨୦ ବର୍ଷ ନୀରଙ୍କୁଷ ଶାସନ କାଳରେ କେବଳ ଛଟେଇ କରିଛନ୍ତି ଓ କହିବା ଅନୁଯାୟୀ ରୋଜଗାର ଦେବାରେ ବିଫଳ ହୋଇଛନ୍ତି ଏବଂ କରୋନା ଆଳ ଦେଖାଇ ୨ ଲକ୍ଷ ଠିକା କର୍ମଚାରୀଙ୍କୁ ଛଟେଇ ଏବଂ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ଚାକିରି ସୃଷ୍ଟି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଯାହା କୁ ଆମ୍ଭେ ଦୃଢ ବିରୋଧ କରୁଛୁ ଏପରି ଚାଲିଲେ ଏ ସଂଗ୍ରାମ ଦୃଢରୁ ଦୃଢତର ହେବା ନିଶ୍ଚିତ ।

ଆଜିର କାର୍ଯ୍ୟକ୍ରମରେ ବିଶ୍ବନାଥ ଦାଶ, ଅମରେନ୍ଦ୍ର ପାଇକରାଏ, ପ୍ରେମଜିତ ମହାନ୍ତି, ସ୍ବାଧୀନ କୁମାର ପଣ୍ଡା, ସତ୍ୟ ବରାଳ, ସର୍ବେଶ୍ବର ସ୍ବାଇଁ, ସ୍ମୃତିରଂଜନ ପତି ପ୍ରମୁଖ ଉପସ୍ଥିତ ଥିଲେ ।

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂମିକମ୍ଫ ଝଟକା ଅନୁଭୂତ ।
ଆଜି ସକାଳେ ଗଞ୍ଜାମ-ଗଜପତି ଜିଲ୍ଲାରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଛି।ଭୂମିକମ୍ଫର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ଼ କରାଯାଇଛି।

ଗଞ୍ଜାମର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି ଓ ଏଥିସହିତ ଗଜପତି ଜିଲ୍ଲାର ମୋହନା, ଅଡ଼ବା, ଆର.ଉଦୟଗିରିରେ ମଧ୍ୟ ମୃଦୁ ଭୂ-କମ୍ପ ଝଟକା ଅନୁଭବ ହୋଇଛି।

ସକାଳ ୭ଟା୧୦ରେ ଏହି ଭୂ-କମ୍ପ ହୋଇଥିବା ନେଇ ସୂଚନା ମିଳିଛି। ପ୍ରାୟ ୩ ରୁ ୪ ସେକେଣ୍ଡ ଧରି ଭୂ-କମ୍ପ ପ୍ରଭାବ ଅନୁଭୁତ ହୋଇଥିଲା।

ବୀର ରାମଚନ୍ଦ୍ରପୁର ପଞ୍ଚାୟତରେ କରୋନା ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କରୋନା ମହାମାରୀରେ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିବା ସମୟରେ ବୀର ରାମଚନ୍ଦ୍ର ପୁରର ଉତ୍ସାହୀ ଯୁବଗୋଷ୍ଠୀ କରୋନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆରମ୍ଭ କରି ଥିଲେ ବିଶୋଧୀକରଣ (ସାନିଟାଇଜେସନ୍ ) କାର୍ଯ୍ୟକ୍ରମ।

ତା ୨|୮|୨୦୨୦ ରିଖ ସକାଳ ୮ଟାରୁ ଯୁବ ସ୍ୱେଚ୍ଛାସେବୀମାନେ ଗ୍ରାମର ୬ଟି ମନ୍ଦିର ବେଢା, ମଣ୍ଡପ, ୨ଟି ସ୍କୁଲ୍ , ଯୁବସଂଘ, ୪ଟି କୋଠଘର, ସାଧାରଣ ଲୋକଙ୍କ ଚଳପ୍ରଚଳ ଦୋକାନଗୁଡିକ ତଥା ରାସ୍ତା କଡରେ ଥିବା ପାଣିଟାଙ୍କି ଓ ଟ୍ୟାପ୍ ପଏଣ୍ଟ ଗୁଡିକୁ ବିଶୋଧୀକରଣ କରିଥିଲେ। ଏଥି ସହିତ ଗ୍ରାମବାସୀମାନଙ୍କ ମନୋବଳ ଦୃଢ କରିବା ନିମନ୍ତେ ସଚେତନତା ବାର୍ତା ପ୍ରଚାର ପ୍ରସାର କରିବା ସହିତ ପ୍ରାୟ ୨୦୦ ମାସ୍କ ବଣ୍ଟନ କରିଥିଲେ।

ପଞ୍ଚାୟତରେ ବ୍ୟକ୍ତିଗତ ଓ ପରିବେଶ ସ୍ୱଚ୍ଛତା ତଥା ସାମାଜିକ ଦୂରତ୍ବ ରକ୍ଷା କରି କରୋନାକୁ କିପରି ପ୍ରତିହତ କରାଯାଇ ପାରିବ ସେ ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା।